ବିକୃତ ହେଉଛି ଐତିହ୍ୟ ସହର ପୁରୀର ସୌନ୍ଦର୍ଯ୍ୟ: ରାସ୍ତା ଖୋଳିଦେଇ ମରାମତି ‌ଭୁଲିଗଲେ

ପୁରୀ : ପୁରୀକୁ ଐତିହ୍ୟ ସହର କରି ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାନା ଯୋଜନା କରୁଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଏହି ସ୍ବପ୍ନକୁ ଚୁରମାର କରିବାରେ ଲାଗିଛନ୍ତି ଠିକାଦାର। ଐତିହ୍ୟ ସହରର ବିକାଶ ମାନଚିତ୍ରକୁ ବିକୃତ କରିବାରେ ଦିନରାତି ଲାଗିଛନ୍ତି। ମନଇଚ୍ଛା ରାସ୍ତାଘାଟ ଖୋଳି ଜନସାଧାରଣଙ୍କ ଗମନାଗମନକୁ ଅବରୋଧ କରିବା ସହ ଦୁର୍ଘଟଣାର ମାର୍ଗ ପ୍ରଶସ୍ତ କରିଛନ୍ତି। ଯେଉଁ ରାସ୍ତା ୬ ମାସ ତଳେ ନୂଆ ରୂପ … Continue reading ବିକୃତ ହେଉଛି ଐତିହ୍ୟ ସହର ପୁରୀର ସୌନ୍ଦର୍ଯ୍ୟ: ରାସ୍ତା ଖୋଳିଦେଇ ମରାମତି ‌ଭୁଲିଗଲେ